Breadcrumb

Introduction to Sociology-2 (Odia) | Semester I: Core Paper II

Introduction to Sociology-2 (Odia) | Semester I: Core Paper II

(0 Reviews)
  • ISBN : 9789369580712
  • Pages : 280
  • Binding : Paperback
  • Language : Odia
  • Imprint : S Chand Publishing
  • © year : 2025
  • Size : 6.50*9.25

Price : 285.00 228.00

ଏହି ପୁସ୍ତକ ସମାଜଶାସ୍ତ୍ର ପରିଚିତି - ୨ (Introduction to Sociology - II) ฉ ଶିକ୍ଷାନୀତି ୨୦୨୦ ନୂତନ ସିଲାବସ୍ ଉପରେ ଆଧାରିତ ହୋଇଛି । 
ଏହି ପୁସ୍ତକରେ ଜାତୀୟ ଶିକ୍ଷାନୀତି ୨୦୨୦ ଦ୍ୱାରା ଅନୁମୋଦିତ ସମସ୍ତ ନୂତନ ବିଷୟବସ୍ତୁ ଗୁଡ଼ିକୁ ଅନ୍ତଭୁକ୍ତ କରାଯାଇଛି । ପାରମ୍ପରିକ ଅର୍ଥାତ୍ ପୁରାତନ ସିଲାବସ୍‌ର ସମସ୍ତ ଗୁରୁତ୍ଵପୂର୍ଣ ବିଷୟ ମଧ୍ୟ ଏହି ପୁସ୍ତକରେ ସନ୍ନିବେଶିତ ହୋଇଛି । ଜଗତୀକରଣର ପ୍ରଭାବରେ ଯେଉଁ ସବୁ ନୂତନ ଆହ୍ୱାନଗୁଡ଼ିକ ସମାଜଶାସ୍ତ୍ରୀୟ ବିଷୟବସ୍ତୁ ଓ ବିଚାରଧାରାରେ ଆଲୋଚିତ ହୋଇଆସୁଅଛି, ସେଗୁଡ଼ିକ ଅତ୍ୟନ୍ତ ଯତ୍ନର ସହିତ ଆଲୋଚନା କରାଯାଇଛି । 
ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରୁ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟମାନଙ୍କରେ ନୂତନ ସିଲାବସ୍‌କୁ ପ୍ରଚଳନ କରାଗଲା । ଅନେକଗୁଡ଼ିଏ ନୂତନ ବିଷୟବସ୍ତୁ ସମେତ ମୌଳିକ ପ୍ରତ୍ୟୟ ଏବଂ ସମାଜଶାସ୍ତ୍ରର ଭିତ୍ତିଭୂମି ସହ ସଂଶ୍ଳିଷ୍ଟ ପାଠ୍ୟକ୍ରମକୁ ଅତି ଯତ୍ନର ସହିତ ନୂତନ ସିଲାବସ୍‌ରେ ଅର୍ନ୍ତଭୁକ୍ତ କରାଯାଇଛି । ସେଗୁଡ଼ିକୁ ଏହି ପୁସ୍ତକ ସମାଜଶାସ୍ତ୍ର ପରିଚିତି -୨ ରେ ବିଶେଷ ଭାବରେ ଧାନର ସହ ଆଲୋଚନା କରାଯାଇଛି । 
ଏହି ପୁସ୍ତକଟି ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ଆଶା ଓ ଭରସା । 

ପୁସ୍ତକରେ ଅର୍ଜଭୁକ୍ତ ମୂଖ୍ୟ ବିଷୟବସ୍ତୁ :

 
  • ବ୍ୟକ୍ତି ସଂସ୍କୃତି ଓ ସମାଜର ଅନ୍ତଃସଂପର୍କ 
  • ସମାଜର ଉତ୍ପତ୍ତି ସମ୍ବନ୍ଧୀୟ ସିଦ୍ଧାନ୍ତ 
  • ସଂସ୍କୃତିର ଗୁଣ, ଲକ୍ଷଣ ଓ ପ୍ରକାରଭେଦ 
  • ସାମାଜିକୀକରଣ : ମାଧ୍ଯମ ଓ ପ୍ରକାରଭେଦ 
  • ସାମାଜିକୀକରଣ ସଂକ୍ରାନ୍ତୀୟ ବିଭିନ୍ନ ସିଦ୍ଧାନ୍ତ 
  • ସାମାଜିକ ନିଯ ନିୟନ୍ତ୍ରଣ : ଅର୍ଥ ପ୍ରକୃତି ଓ ପ୍ରକାରଭେଦ 
  • ସାମାଜିକ ପ୍ରକ୍ରିୟା : ଅର୍ଥ, ସଂଜ୍ଞା ଓ ପ୍ରକୃତି 
  • ସମ୍ବନ୍ଧକାରୀ ପ୍ରକ୍ରିୟା ଏବଂ ବିସମ୍ବନ୍ଧକାରୀ ପ୍ରକ୍ରିୟା 
  • ସହଯୋଗ, ପ୍ରତିଯୋଗିତା ଓ ସଂଘର୍ଷ

  • Interrelations with Individual, Culture and Society
  • Origin of Society
  • Types, Definitions and Characteristics of Culture
  • Agencies of Socialisation
  • Theories of Socialisation
  • Meaning, Nature and Types of Social Control
  • Meaning, Definition and Nature of Social Process
  • Social Process: Associative and Dissociative
  • Cooperation, Competition and Conflict of Social Process

Unit - 1: Individual, Society and Culture

1.1 : Social Structure
1.2 : Types of Society - Primitive, Agrarian and Industrial
1.3 : Relationship between Individual and Society
1.4 : Culture and Personality, Theories of Self : Cooley and Mead

Unit 2: Socialisation

2.1 : Meaning, Definitions and Types
2.2 : Stages of Socialisation Process
2.3 : Agencies of Socialisation
2.4 : Theories of Socialisation - G. H. Mead, C. H. Cooley

Unit 3 : Social Control

3.1 : Meaning, Definitions and Nature
3.2 : Importance of Soical Control
3.3 : Types of Social Control : Formal and Informal
3.4 : Agencies of Social Control

Unit 4 : Social Processes

4.1 : Meaning and Definitions
4.2 : Associative Social Processes - Co-operation, Accommodation and Assimilation
4.3 : Dissociative Social Processes- Competition and Conflict
4.4 : Co-operation, Conflict and Competition : Interrelations and Relevance

Appendix

For B.A. Students (Sociology)

Be the first one to review

Submit Your Review

Your email address will not be published.

Your rating for this book :

Sign Up for Newsletter